#ଠିକାଦାର_ଓ_ବିଭାଗୀୟ_ଅଧିକାରୀଙ୍କ_ମନମାନୀ_ଯୋଗୁଁ_ଚାଷୀ_ହତାସ
ପାଣି ଅଭାବରୁ କ୍ଷତିଗ୍ରସ୍ତ ହେବାକୁ ବସିଛି ଚାଷ l ଚାଷୀର ସୁବିଧା ନିମନ୍ତେ ସରକାର ବିଭିନ୍ନ ମୌଜାରେ ଥିବା ଧାନ କ୍ଷେତକୁ ଜଳର ସୁବିନିଯୋଗ ପାଇଁ ଶାଖା କେନାଲ ଓ ତା’ ପାଖରୁ ବିଭିନ୍ନ କାଡ଼ାନାଳ ଖନନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ବହୁବର୍ଷ ଧରି ଏହି କାର୍ଯ୍ୟ ସରୁ ନଥିବାରୁ ଜଳସେଚନରେ ଅନେକ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।
#Bhadrak #Bhandaripokhari #FarmersProblem #Farming #Cropdyamage #ArgusNews