ଭଦ୍ରକ ଚାନ୍ଦବାଲି ଥାନା ମଝୀଗାଁ ଓ୍ବାର୍ଡ଼ରେ ବଧୂହତ୍ୟା ଅଭିଯୋଗ। ବାଂଶଡ଼ା ଥାନା ଅଧିନ ଚରଦିଆ ଗାଁର ପୁଷ୍ପାଞ୍ଜଳୀ ମହାଳିକ ମଝୀଗାଁ ୱାର୍ଡ଼ରେ ବିଜୟ ମହାଳିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଯୌତୁକ ଓ ପାରିବାରିକ କଳହ ପାଇଁ ଝିଅକୁ ମାରିଦିଆଯାଇଥିବା ପରିବାର ଲଲୋକେ ଅଭିଯୋଗ କରିଛନ୍ତି।
#Bhadrak #Chandabali #DwarfMurder #Familydisputecase #DowryCase #ArgusNews