ଆଉ ଦିନ କେଇଟା ପରେ ଧରା ଅବତରଣ କରିବେ ବିଘ୍ନ ବିନାୟକ ଗଣେଶ । ତେବେ ଭାଇଚାରାର ସହର ଭଦ୍ରକରେ କାହିଁ କେତେ କାଳରୁ ପାଖାପାଖି ୫୦୦ ବର୍ଷ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳିତ ହୋଇ ଆସୁଛି । ଏକ ମାସ ଧରି ବଡ ଭୋଗ ଲାଗି କରି ବୁଢା ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ଚାନ୍ଦି ମେଢରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ଟୋକା ଗଣେଶ ।
#GaneshPuja #pujapreparation #Bhadrak #devotees #worship #Odisha #ArgusNews