ଭଦ୍ରକ ବରପଦା ଇଂଜିନିୟରିଂ କଲେଜ ଫାଟକ ଆଗରେ ଧାରଣାରତ କର୍ମଚାରୀ ପୂଜା ପାଠ କରିଛନ୍ତି । ୧୭ ମାସର ବାକିଆ ଦରମା ଓ ୯ ଦଫା ଦାବିରେ ଚାଲିଥିବା ଧାରଣା ୪୩ ଦିନରେ ପହଞ୍ଚିଛି
#Bhadrak #BarapadaEngineeringCollege #Strike #ArgusNews