ଟ୍ରଲରରେ ଅଗ୍ନିକାଣ୍ଡ ଘଟି ମଝି ସମୁଦ୍ରରେ ବୁଡିଲା l ଧାମରା ହୁଇଲର ଦୀପ ନିକଟରେ ମା ପଦ୍ମାବତୀ ନାମକ ଏକ ଟ୍ରଲରରେ 10ଜଣ ଧିବର ମାଛ ଧରୁଥିବା ବେଳେ ହଠାତ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲର ସମୁଦ୍ରରେ ବୁଡି ଯାଇଛି l
#trawler #Firebreaks #middlesea #caughtfire #Bhadrak #Chandabali #Odisha #ArgusNews