ଅସୁରକ୍ଷିତ ହୋଇପଡିଛି ରାଜଧାନୀର ଧାର୍ମିକସ୍ଥଳୀ । ବୁଲିବା ପାଇଁ ଆସି ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଯାତ୍ରୀ । ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଶୈବପୀଠ ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
#Bhubaneswar #touristplace #LingarajMarketcomplex #TouristProblem #ArgusNews