ରାଜଧାନୀର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ । ରବିବାର ସ୍ଥାୟୀ ଏବଂ ଉଠା ବ୍ୟବସାୟୀଙ୍କ ମଧ୍ୟରେ ଥିବା ବିବାଦ ଉଗ୍ର ରୂପ ନେଇଥିଲା । ମାରପିଟ କରିଥିଲେ ଉଭୟ ଗୋଷ୍ଠୀ । ଆଜି ବିଏମସିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ମାର୍କେଟ ବିଲ୍ଡିଂର ସ୍ଥାୟୀ ଦୋକାନୀମାନେ ପ୍ରଶାସନର ସୁରକ୍ଷା ଲୋଡିଛନ୍ତି
#BMC #Marketbuilding #controversy #Closed #ArgusNews