#ରାଜଧାନୀରୁ_ପୁଣି_ବ୍ରାଉନସୁଗର_ଜବତ
କେଦାରପଲି ବସ୍ତିରେ ୨୭୦ ଗ୍ରାମ ବ୍ରାଉନ ସୁଗାର ଜବତ । କେଦାରପଲି ବସ୍ତିରୁ ବ୍ରାଉନ ସୁଗାର ଜବତ କଲା ଅବକାରୀ ବିଭାଗ । ଅଭିଯୁକ୍ତ ଟୁନା ନାୟକ ଗିରଫ । ପ୍ରାୟ ୧୦୦୦ ରୁ ଅଧିକ ବ୍ରାଉନସୁଗାର ପୁଡ଼ିଆ ଜବତ କରାଯାଇଛି ।
#Bhubaneswar #kedarpalliBasti #brownsugarseized #Accused #arrested #ArgusNews