କେନ୍ଦ୍ର କ୍ୟାବିନେଟରେ ଚାଷୀ ସ୍ବାର୍ଥରେ ବଡ଼ ନିଷ୍ପତ୍ତି । କେନ୍ଦ୍ରୀୟ ଯୋଜନାରେ ସମସ୍ତ ପାକ୍ସର ହେବ ଡିଜିଟାଲାଇଜେସନ । ଏହି ଯୋଜନା ପାଇଁ ୨ ହଜାର ୫ ଶହ ୧୬ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅର୍ଥନୀତି ସମ୍ବନ୍ଧୀୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି ।
#UnionCabinet #bigdecisions #FarmersIssue #Interests #Odisha #ArgusNews