#ସମବାୟ_ସମିତିରେ_ମହାଘୋଟାଲା
ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ଦୁର୍ନୀତି। ଚାଷୀଙ୍କ ଟଙ୍କା ଆତ୍ମସାତ ହୋଇଥିବା ଆସିଛି ସଙ୍ଗୀନ ଅଭିଯୋଗ। ପାଖାପାଖି ୪୫ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ଯାହାର ତଦନ୍ତ କରିଛି ଭିଜିଲାନ୍ସ। କୁଜଙ୍ଗ ବ୍ଲକ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନ ମହ୍ଲାସାହି ସେବା ସମବାୟ ସମିତିରୁ ଆସିଛି ଏଭଳି ଅଭିଯୋଗ।
#Jagatsinghpur #Corruption #PradhanMantriFasalBimaYojana #misappropriated #investigate #vigilance #ArgusNews