ସମ୍ବଲପୁର ରେଙ୍ଗାଲିରେ ବିରାଜ ଷ୍ଟିଲ କମ୍ପାନୀର ଦାଦାଗିରି। କମ୍ପାନୀ କୁ ଲାଗି ଥିବା ହୀରାକୁଦ ଜଳଭଣ୍ଡାର ପାଖରେ ଜାଣି ଶୁଣି ନିୟମକୁ ଫୁ କରି ପାଉଁଶ ପାହାଡ଼ ସୃଷ୍ଟି କରିଛିl ସିଧା ସଳଖ ହୀରାକୁଦ ଜଲଭଣ୍ଡାର ଦୂଷିତ ହେବା ସହ ପରିବେଶ ମଧ୍ୟ ପ୍ରଦୂଷଣ ହେବାରେ ଲାଗିଛି। ଆଉ ଏହି ସବୁ ଜାଣି ଶୁଣି ସମ୍ବଲପୁର ପ୍ରଦୂଷଣ ବିଭାଗ ଚୁପଚାପ ବସିଛିl
#sambalpur #birajasteelcompany #ashpond #Hirakud #pollution #sambalpurpollutionboard #Odisha #ArgusNews