ଜନ୍ମରୁ ଦ୍ରୁଷ୍ଟିହୀନ ଦୁନିଆ ଦେଖିନାହାନ୍ତି ହେଲେ ଆଖିରେ ଅସୁମାରୀ ସ୍ବପ୍ନ । କଣ୍ଠଶିଳ୍ପୀ ହେବି ଆଉ ଅଭାବୀ ବାପାର ପେଟ ପୋଶିବି । ହଁ ଆମେ କହୁଛୁ ଭୁବନେଶ୍ବର ଉପକଣ୍ଠ ଭରତପୁର ଖଣ୍ଡୁଆଳ ବସ୍ତିର କାଶୀନାଥ ନାୟକ ଙ୍କ ସଂଘର୍ଷର କାହାଣୀ । ନିଜେ ସିନା ଅଭାବରେ ରହିଛନ୍ତି କିନ୍ତୁ କଣ୍ଠର ଯାଦୁରେ ସମସ୍ତଙ୍କ ହୃଦୟର ଭାବକୁ କିନ୍ତୁ ବୁଝିପାରିଛନ୍ତି । ଆଉ ଗୀତ ମାଧ୍ୟମରେ ଜୀବନର ସତ ଗାଇଛନ୍ତି
#Blindsinger #KashinathNayak #Bhubaneswar #ArgusNews