ମିଛ ପ୍ରଚାରର ସତ ଧର୍ମ ପରିବର୍ତ୍ତନ! ବଲାଙ୍ଗିରରେ ପ୍ରଫେଟ୍ ବଜିନ୍ଦର ସିଂହଙ୍କ କାର୍ଯ୍ୟକ୍ରମକୁ ନେଇ ବଢିଲା ବିବାଦ। ବଲାଙ୍ଗିରରେ ଆଜି ଓ ଆସନ୍ତାକାଲି ହେଉଛି ସୁସମାଚାରର ମହାସଭା। ଧର୍ମ ପ୍ରଚାର ନାଁରେ ଧର୍ମ ପରିବର୍ତ୍ତନର ସାଂଘାତିକ ଷଡଯନ୍ତ୍ର ଅଭିଯୋଗ ହୋଇଛି।
#Bolangir #Pressmeet #BajinderSingh #controversy #religion #Odisha #ArgusNews