#ସରୁନି_ଦାଦନ_ଦୁଃଖ
ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଡାସିଙ୍ଗା ଗ୍ରାମର ପ୍ରଦୀପ ତାଣ୍ଡି ନିଜ ପତ୍ନୀ ସୁଷମା ତାଣ୍ଡି ସମେତ ୪ପିଲାଙ୍କୁ ନେଇ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଏକ ଇଟା ଫ୍ୟାକ୍ଟ୍ରିରେ କାମ କରୁଥିବାବେଳେ ଇଟାଭାଟିର ମାଲିକ ତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।
#Bolangir #migrants #brickfactory #harashment #Odisha #ArgusNews