ଚାଷ ଜମିକେ କେନାଲ ଅଛେ ହେଲେ ପାଏନ୍ ନାଇନ । ଖାରାପ କାମର କାମ ଲାଗିର୍ କେନାଲ ସବୁ ଭାଙ୍ଗିରୁଜି ଗଲାନ । ଆର୍ କେତେ ଜାଗାନେ ଗାଡୱାଲ କାମ୍ ଅଧାପନ୍ତରିଆ ଅବସ୍ଥାନେ ପଡିରହିଛେ । ଗଲା ଜହ ବଛର୍ ଧରି କେନାଲ ଥିଲେ ବି ଜଳସେଚନର ସୁବିଧା ପାଇ ନାଇପାରବା ଚାଷୀ । ଫେର୍ ବର୍ଷା ଦିନ୍, କାମ୍ କେଭେ ଶେଷହେବା ଠିକ୍ ନାଇନ୍ । ବଉଦ୍ନୁ ଦେଖା ଇ ରିପୋର୍ଟ
#Boudh #irrigation #canal #OdishaGovt #ArgusNews