#ଉପାନ୍ତ_ଇଲାକାନେ_ବିକାଶ_ସାତ_ସପନ
ଘଞ୍ଚ୍ ଜଙ୍ଗଲ ଭିତରେ ବିତୁଛେ ଜୀବନ। ରାସ୍ତାର୍ ଅବସ୍ଥା ଏନ୍ତା ହେଇଛେ ଯେ ସାଇକେଲ ତ ଦୂରର କଥା ଚାଲିକିନା ଯିବାଟା ବି ମୁସ୍କିଲ ଲାଗୁଛେ । ବୌଦ୍ଧ ଜିଲ୍ଲାର ଉପାନ୍ତ ଅଂଚଳର୍ ଟିକରପଡା ପଂଚାୟତର ଲାକଡ଼ପାଯୁ ଗାଁନେ ସରକାରୀ ଯୁଜନା ସାତ ସପନ।
#Boudh #Tikarpada #devlopment #PublicIssue #RoadProblem #waterproblems #ArgusNews