୧୫ ବର୍ଷର କୁନି ଝିଅଟିଏ ନାଁ ତା ର ସିଦ୍ଧି ସମୃଦ୍ଧି। ଗତ ମେ ମାସରେ ମୃତ୍ୟୁ ପରେ ଅଙ୍ଗଦାନ କରି ସବୁ ଦିନ ପାଇଁ ଅମର ହୋଇଯାଇଛନ୍ତି ବ୍ରହ୍ମପୁରର ସିଦ୍ଧି। ଅଙ୍ଗଦାନ ଦିବସରେ ତାଙ୍କ ବାପା ମାଙ୍କୁ ସୁରଜ ପରସ୍କାରରେ ସମ୍ମାନିତ କରାଯାଇଛି ।
#Brahmapur #littlegirl #OrganDonation #honored #Odisha #ArgusNews