#ଦେଢ_ଲକ୍ଷର_ଏଣ୍ଡୁଅ_ଡିଲ୍
ବହୁରୂପୀ ଏଣ୍ଡୁଅ ସ୍ମଗଲିଂ ଠାବ। ଭୁବନେଶ୍ଵର ବାଣୀବିହାର ନିକଟରେଡିଲ୍ ବେଳେ ଦୁଇଜଣଙ୍କୁ ଧରିଲା ବନବିଭାଗ। ମାଫିଆ ଦୁଇ ଜଣ ହେଲେ ରଶ୍ମି ରଞ୍ଜନ ଦାସ, ଅନ୍ୟ ଜଣେ ହେଲା କ୍ଷୀରୋଦ ମହାନ୍ତି। ଉଭୟେ ଜଗତସିଂହପୁର ଜିଲ୍ଲାର। ଦେଢଲକ୍ଷ ଟଙ୍କାରେ ଏଣ୍ଡୁଅ ବିକ୍ରି ପାଇଁ ଡିଲ୍ ହୋଇଥିଲା।
#Bhubaneswar #deal #Chameleons #ArgusNews #Odisha