ଓଡିଶା ର ସମସ୍ତ ଶକ୍ତି ପୀଠରେ ଏବେ ଚାଲିଛି ମା ଙ୍କ ର ପୂଜା ଅର୍ଚନା। ମୂଳା ଅଷ୍ଟମୀ ଠାରୁ ମହା ଅଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ ଦିନାତ୍ମକ ଚାଲୁଥିବା ବେଳେ ଆରମ୍ବ ହୋଇଛି ନବରାତ୍ର ପୂଜା । ଅମାବାସ୍ୟା ପରଦିନ ଠାରୁ ମହାଷ୍ଟମୀ ପ୍ରଯ୍ୟନ୍ତ ଚାଲିବ ନବରାତ୍ର ପୂଜା । ବାଙ୍କୀ ସ୍ଥିତ ମା ଚର୍ଚ୍ଚିକାଙ୍କ ପୀଠରେ ନୀତିକାନ୍ତିରେ ଚାଲିଛି ନବରାତ୍ର ପୂଜା ।
#maacharchika #navaratri #devotees #durgapuja #banki #cuttack #odisha #argusnews