ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ । ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କଲା ସିବିଆଇ । ଭୋରରେ ସିବିଆଇ ଅଫିସରେ ହାଜର ପରେ ଚର୍ଚ୍ଚିତ ଗିରଫ । ଲାଞ୍ଚ କାରବାର ମାମଲାର ଅଭିଯୁକ୍ତ ତାଲିକାରେ ଅଛନ୍ତି ଚର୍ଚ୍ଚିତ ମିଶ୍ର ।
#CharchitMishra #cbiarrested #Accused #briberycase #Odisha #ArgusNews