ସରକାରୀ କାମରେ ଶିଶୁ ଶ୍ରମିକ । ସରକାରୀ ଅଫିସ ତିଆରିରେ ନିୟୋଜିତ ଶିଶୁ ଶ୍ରମିକ । ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ କରୁଛନ୍ତି ପିଲା । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକରେ ନିର୍ମାଣ ଚାଲିଥିବା ମିଶନ ଶକ୍ତି ଗୃହରେ କାର୍ଯ୍ୟ କରୁଛନ୍ତି ଶିଶୁ ଶ୍ରମିକ
#Angul #Chhendipada #govtwork #childlabour #ArgusNews