ସୁରକ୍ଷିତ ଭାବେ ସାତପଡାରେ ପହଞ୍ଚିଲା ଡଙ୍ଗା । ଚିଲିକା ମଝି ନଈରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସିରହିଥିଲା ଡଙ୍ଗା । ଡଙ୍ଗାରେ ୪୦ ଯାତ୍ରୀ ସହ ୯ଟି ବାଇକ ରହିଥିଲା । ଭାଙ୍ଗି ଯାଇଥିବା ମେସିନ ପ୍ଳେଟ ସଜଡ଼ା ପରେ କୂଳକୁ ଆସିଲା ଡଙ୍ଗା ।
#Khordha #Chilika #boatRecue #technicalfault #Odisha #ArgusNews