#ବିଳମ୍ବ_ହୋଇପାରେ_ବିଦେଶୀ_ପକ୍ଷୀଙ୍କ_ଆଗମନ!
ଚିଲିକାରେ ପହଁଞ୍ଚି ନାହନ୍ତି ବିଦେଶୀ ପକ୍ଷୀ! ଚିଲିକାର ନୀଳ ଜଳରାଶୀ ବିଦେଶୀ ଅତିଥି ପକ୍ଷୀଙ୍କୁ ସତେ ଯେମିତି ଅପେକ୍ଷା କରିଛି। ଶୀତଋତୁ ଆରମ୍ଭରୁ ଚିଲିକାରେ ରଙ୍ଗ ବେରଙ୍ଗ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସମ୍ଭାର ଚିଲାକା ସୈାନ୍ଦର୍ଯ୍ୟକୁ ଦୁଇଗୁଣା କରିଥାଏ। କିନ୍ତୁ ଚଳିତବର୍ଷ ଲଘୁଚାପ ବର୍ଷା ଓ ସମ୍ଭାବ୍ୟ ବାତ୍ୟା ବିଦେଶୀ ପକ୍ଷୀଙ୍କ ଆଗମନରେ ବାଧକ ସାଜିଛି।
#Chilika #exoticbirds #beautyOfChilika #Cyclone #Odisha #ArgusNews