#ବନୀକରଣ_ନାଁରେ_କୋଟି_କୋଟି_ଟଙ୍କାର_ଦୁର୍ନୀତି
ରାଉରକେଲା ବନବିଭାଗ ଅଧୀନରେ ଚାରା ରୋପଣ, ବର୍ଷା ଜଳ ସରଙ୍ଗକ୍ଷଣ, ରକ୍ଷଣା ବେକ୍ଷଣ ନାଁରେ କୋଟି କୋଟି ଟଙ୍କାର ହରିଲୁଟ କରିଛନ୍ତି ଜଙ୍ଗଲ ବିଭାଗ ଅଧିକାରୀ। ସିଏଜି ରିପୋର୍ଟରେ ସାମ୍ନାକୁ ଆସିଲା କୋଟି କୋଟି ଟଙ୍କାର ବାଟମାରଣାର ଗନ୍ଧ। ଅଭିଯୋଗ ସ୍ବେତେ ମଧ୍ୟ ଦୁର୍ନୀତିକୁ ଘଣ୍ଟ ଘୋଡାଇ ରଖିଛନ୍ତି ଭିଜିଲାନ୍ସ ବିଭାଗ ଏବଂ ଡିଏଫଓ।
#Rourkela #Corruption #Forestdepartment #plantation #Odisha #ArgusNews