ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଗତ କିଛି ଦିନ ହେବ ତିନି ଶହ ଉପରେ ରହୁଛି ଆକ୍ରାନ୍ତ ଙ୍କ ସଂଖ୍ୟା।ରାଜ୍ୟର ଖୋର୍ଦ୍ଧା ଏବଂ କଟକ ରେ ସର୍ବାଧିକ ଆକ୍ରାନ୍ତ ଚିନ୍ହଟ ହେଉଛନ୍ତି। ଏହାର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି
#Covid19 #dailyinfection #ArgusNews #Odisha