ସିଆରପିଏଫ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ତ୍ରିରଙ୍ଗା ବାଇକ ରାଲି । ଆଜାଦି କା ଅମୃତ ମହୋତ୍ସବ ଅବସରରେ ଏହି ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଆରପିଏଫ ଅଫିସରମାନେ ଯୋଗଦାନ କରି ଏହି ବାଇକ ରାଲି କରିଛନ୍ତି ।
#Bhubaneswar #Bikerally #Crpfbikerally #AzadiKaAmrutMahotsav #ArgusNews