ଲୋକଙ୍କ ଗମନା ଗମନ ସୁବିଧାକୁ ଲକ୍ଷ୍ୟରଖି ରାଜ୍ୟ ସରକାର ଆରମ୍ଭ କରିଥିବା ବିଜୁସେତୁ ଏବେ ଅଧପନ୍ତରିଆ ଭାବେ ପଡି ରହିଛି । ଯାହା ଦ୍ବାରା ଲୋକେ ହେଉଛନ୍ତି ହନ୍ତସନ୍ତ । ସେପଟେ ସଂପୃକ୍ତ ଠିକାଦାରଙ୍କ କିଛି କର୍ମଚାରୀ ଏହି ସେତୁରୁ ଲୁହା ରଡ଼ କାଟିନେଇ ଗ୍ରାମବାସୀ ଙ୍କ ଦ୍ୱାରା ଅଟକ ଥିବା ନେି ମଧ୍ୟ ଅଭିଯୋଗ ହୋଇଛି
#Cuttack #Banki #BijuSetu #Bridge #Construction #ArgusNews