ଯେଉଁ ମାନେ ନିଜ ଜୀବନକୁ ବାଜିରେ ଲାଗାଇ ଲୋକଙ୍କ ଜୀବନ ବଞ୍ଚାନ୍ତି, ସେମାନେ ଆଜି ହତାଦର । ବାଂକୀ ଅଞ୍ଚଳରୁ ଆସିଛି ଏଭଳି କିଛି ଚିତ୍ର । 40 ଜଣ ଓଡ୍ରାଫ କର୍ମଚାରୀଙ୍କୁ ବାରଣ୍ଡାରେ ରାତି କଟାଇବାକୁ କହୁଛି ଜିଲ୍ଲା ପ୍ରଶାସନ
#FloodSituation #ODRAF #OdishaGovt #ArgusNews