ଆସନ୍ତାକାଲି ଅନୁଷ୍ଠିତ ହେବ ସିଏମସି ନିର୍ବାଚନ । ୫୯ଟି ୱାର୍ଡ ବିଶିଷ୍ଟ କଟକ ମହାନଗର ନିଗମ ନିର୍ବାଚନରେ ମତଦାନ କରିବେ ମୋଟ ୪ ଲକ୍ଷ ୫୦ ହଜାର ୭୫୯ ଜଣ ଭୋଟର। ଏବଂ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରି ସାରିଛି ପ୍ରଶାସନ।
#Cuttack #MunicipalElection #Voter #Voting #administration #Preparation #ArgusNews