ଉପାନ୍ତରେ ବିଜୁ ସେତୁ ଓ ରାସ୍ତା କାର୍ଯ୍ୟରେ ଅନିୟମିତତା । ବିଜୁ ସେତୁ ତିଆରିରେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ । କଟକ ନରସିଂହପୁରରେ ବାଲି କିଆରୀରୁ ନୂଆ ସାହି ପର୍ଯ୍ୟନ୍ତ ୪ କିମିର ନୂତନ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ
#Cuttack #Narasinghpur #Bijusetu #Road #LowQualitywork #ArgusNews