#ସୁଖର_ସଂସାରକୁ_ଉଜାଡ଼ି_ଦେଉଛି_ମଦ !
#ସବୁ_ଅନିଷ୍ଟର_କାରଣ_ହେଉଛି_ମଦ !
ତେଣୁ ଗ୍ରାମରେ ମଦ ବିକ୍ରି ନକରିବା ପାଇଁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କମିବା ବଦଳରେ ବଢ଼ିଲା ଯାହା ଫଳରେ ତାତିଲେ ମହିଳା ଭାଙ୍ଗିଲେ ମଦ ଦୋକାନ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି
ନରସିଂହପୁର ବ୍ଲକ ଅନ୍ତର୍ଗତ ଡ଼ିମିରିଆ ଗ୍ରାମରେ
#Cuttack #Narasinghpur #Wineshop #Womenprotest #ArgusNews