ଅଦିନିଆ ବର୍ଷା ପାଇଁ ଜଳି ବନ୍ଦୀ ହୋଇଛି କଟକ ସହର ବିଭିନ୍ନ ଅଞ୍ଚଳ । କଟକରୁ ହଟିବ ଜଳବନ୍ଦୀ ସମସ୍ୟା । ସବୁ ଡ୍ରେନ ରୁ ହେବ ପଙ୍କ ଉଦ୍ଧାର । ଛୋଟ ଡ୍ରେନ ଠାରୁ ଆରମ୍ଭ କରି ବଡ଼ ନାଳ ପର୍ଯ୍ୟନ୍ତ ସବୁଥିରେ ଠିକ ଭବରେ ନିଷ୍କାସନ ହେବ ବର୍ଷା ଜଳ । ଆଉ ରହିବନି ଜଳବନ୍ଦୀ ସମସ୍ୟା । ହେଲେ ସହରର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା
#Cuttack #Drainage #Waterlogging #Subashsingh #Mayor #ArgusNews