ମହାନଦୀର ଗଭୀର ଜଳ ରାଶିରେ ବୋଟିଂ ସହ ଫ୍ଲୋଟିଂ ରେଷ୍ଟୁରାଣ୍ଟର ମଜା ନେବେ ପର୍ଯ୍ୟଟକ । କିଛି ଏଭଳି ଏକ ନୂଆ ପ୍ରୟାସ ଆରମ୍ଭ କରିଛି ଏକ ଘରୋଇ ସଂସ୍ଥା water ସ୍ପୋର୍ଟସ ସିଂପ୍ଲେଲ ଓ ଓ.ଟି.ଡି.ସିର ମିଳିତ ଆନୁକୂଲ୍ୟରେ ମହାନଦୀରେ ଉଦଘାଟନ ହେଲା ଦ୍ଵିତୀୟ ଭାସମାନ ତିରିଶ ସଂଖ୍ୟା ଵିଶିଷ୍ଟ ରେଷ୍ଟୁରାଣ୍ଟ
#Cuttack #Mahanadi #Resturant #floatingrestaurant #Inauguration #ArgusNews