କଟକର କୁଖ୍ୟାତ ଅପରାଧୀ ଭଜନାର ହୃଦଘାତରେ ମୃତ୍ୟୁ ହୋଇଛି । ଭଜନା ଓରଫ ସଞ୍ଜୟ ସାହୁ ରାଉରକେଲା ଜେଲ୍ରେ ଥିବା ବେଳେ ମୃତ୍ୟୁ ହୋଇଛି । ଭଜନା ନାଁରେ ହତ୍ୟା, ଦାଦାବଟି, ଅପହରଣ ଭଳି 20ଟି ସଂଗୀନ ମାମଲା ରହିଛି । କଟକ ଡି ବ୍ରଦର୍ସଙ୍କ ମୁଖ୍ୟ ସହଯୋଗୀ ଥିଲା ଭଜନା ।
#criminal #Cuttackgangstarr #Bhajana #death #heartattack #RourkelaJail #ArgusNews