କଟକରେ ବିଚାରପତିଙ୍କ ଆତ୍ମହତ୍ୟା ସୂଚନା । ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । CDA ସେକ୍ଟର-9 ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା ସୂଚନା । CDAର ଏକ ଘରୋଇ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।
#Cuttack #CDA #judge #DeathCase #Odisha #ArgusNews