ହ୍ଵାଟ୍ସଆପରେ ଫଟୋ ବ୍ୟବହାର କରି ସମ୍ପର୍କୀୟ ଙ୍କୁ ମାଗୁଛନ୍ତି ଟଙ୍କା । ଆଉ ଏହି ଠକଙ୍କ ଟାର୍ଗେଟ କରିଥିବା ବ୍ୟକ୍ତି ବିଶେଷଙ୍କ ନାମ ଶୁଣିଲେ ଆପଣଙ୍କର ବି ହୋସ ଉଡିଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟର ମୁଖ୍ୟ ପରାମର୍ଶ ଦାତାଙ୍କ ସମେତ ଏସ.ଇ ଏସ.ଟି ସଚିବ ଓ ହାଉସିଂ ଓ ଅରବାନ ଡେଭଲପମେଣ୍ଟ ସଚିବଙ୍କ ନାମ ନେଇ ଠକିଥିବା ଜଣା ପଡ଼ିଛି
#CyberFraud #loot #officer #Target #ArgusNews