ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ । ୮ ତାରିଖରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ବିଶାଖାପାଟଣାରୁ ଦକ୍ଷିଣ-ପୂର୍ବ ଦିଗରେ ୧୨୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ । ୧୦ ତାରିଖରେ ପହଞ୍ଚିପାରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ । ସେପଟେ ଆଇଏମଡି ନିର୍ଦ୍ଦେଶକ କହିଛନ୍ତି, ଓଡ଼ିଶାକୁ ବାତ୍ୟା ଭୟ ନାହିଁ
#Cyclone #Asani #Bayofbengal #Seastorm #ArgusNews #Odisha