#DMF_ଫଣ୍ଡର_ହରିଲୁଟ୍
#ଆଜି_ରକ୍ତ_ଦେଲେ_୮ରୁ_୧୦_ଦିନ_ପରେ_ରିପୋର୍ଟ
ଆଜି ରକ୍ତ ଦେଲେ, କିଛି ଘଣ୍ଟା ପରେ ନୁହେଁ 8 ରୁ 10 ଦିନ ପରେ ମିଳୁଛି ରିପୋର୍ଟ। କିନ୍ତୁ ରକ୍ତ ନମୁନା ପାଇଁ ଡି.ଏମ.ଏଫ ଫଣ୍ଡରୁ ମାସକୁ ବିଲ ବାବଦକୁ ଦିଆଯାଉଛି ଲକ୍ଷ ଲକ୍ଷ ଟଙ୍କା
#Rourkela #DMFFund #BloodReport #Odisha #ArgusNews