ଚାଷ କାର୍ଯ୍ୟ ଆରମ୍ଭରୁ ଚାଷୀଙ୍କୁ ଧୋକା । କେଉଁଠି ନିମ୍ନ ମାନର ଧାନ ବିହନ ଦିଆଯାଇଛି ତ ଆଉ କେଉଁଠି ଜଳ ସେଚନ ଅଭାବରୁ ପାଣି ନପାଇ ଚାଷୀ ହନ୍ତସନ୍ତ ହେଉଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଅଞ୍ଚଳ ଓ କେନ୍ଦ୍ରାପଡାର ପାଟକୁରାରୁ ।
#Bhadrak #Kendrapara #FarmersIssue #Paddy #Seeds #WaterProblem #Odisha #ArgusNews