ଦୁଇଦିନ ପରେ ପବିତ୍ର ଘୋଷଯାତ୍ରା। ନୂଆଦିଲ୍ଲୀ ହଜଖାସ ମନ୍ଦିରରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଜୋରସୋରରେ ଚାଲିଛି ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ। ଚଳିତ ବର୍ଷ କରୋନା ପ୍ରକୋପ କମ ଥିବାରୁ ଭକ୍ତଙ୍କ ଗହଣରେ ବେଶ ଯାକଯମକରେ ରଥଯାତ୍ରା ଅନୁଷ୍ଠିତ ହେବ।
#Delhi #HauzkhasTemple #Rathayatra #Preparations #National #ArgusNews