2007 ମସିହାରୁ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରାଯାଉଛି। ଦୁଃଖର କଥା ଯେଉଁ ଜାଗାରୁ ମେଡିକାଲ କଲେଜ ପାଇଁ ଆନ୍ଦୋଳନ ହୋଇନଥିଲା ସେଠି କଲେଜ ହେବ ମାତ୍ର ଭଦ୍ରକକୁ ଅଣଦେଖା କରାଗଲା। ଏହା ଆମ ଭୋଟରଙ୍କ ଭୁଲ ବାରମ୍ବାର ଗୋଟିଏ ଦଳ ଭୁଲ ଉପରେ ଭୁଲ କରୁଥିଲେ ମଧ୍ୟ ଆମେ ତାଙ୍କୁ ନିର୍ବାଚିତ କରୁଛୁ: ବିଷ୍ଣୁ ସେଠି, ବିରୋଧୀ ଦଳ ଉପନେତା
#Bhadrak #vishnusethi #medicalcollege #Odisha #ArgusNews