ମୌସୁମୀ ସମୟରେ ଡେଙ୍ଗୁ ରୋଗ ସାଧାରଣତଃ ବଢ଼ିଥାଏ । ଗତକାଲି ସୁଦ୍ଧା 3484 ଡେଙ୍ଗୁ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ 124 ଜଣ ପୋଜେଟୀଭି ଆସିଛନ୍ତି । 17 ଟି ଜିଲାରୁ ରିପୋର୍ଟ ଆସିଥିଲେ ବି ମୁଖ୍ୟତ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି
#Moonsoon #Dengue #Positive #ArgusNews