ଦିନିକିଆ ନୟାଗଡ଼ ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I IOCL ପକ୍ଷରୁ ନୟାଗଡ଼ ରଣପୁର ସ୍ଥିତ ମଣିନାଗ ପୀଠରେ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର, ସାମୁହିକ ଶୌଚାଳୟ, ସୌର ଆଲୋକୀକରଣ ତଥା ପ୍ରବେଶ ତୋରଣର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ।
#DharmendraPradhan #NayagarhVisit #IOCL #Odisha #ArgusNews