ବାଟବଣା ତଦନ୍ତ, ମମିତା, ରୁଚିକାଙ୍କ କ୍ଷେତ୍ରରେ ଯାହା ହେଲା ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ସେୟା ହେବ ନି ତ । ବହୁଚର୍ଚ୍ଚିତ 3ଟି ଯାକ ଘଟଣାରେ ମୋବାଇଲରେ ଲୁଚି ରହିଛି ରହସ୍ୟ । ମମିତା ମାମଲାରେ ଦିବ୍ୟଶଙ୍କର, ରୁଚିକା ଆତ୍ମହତ୍ୟାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ସମୀର ଦାସ ସନ୍ଦେହ ଘେରରେ ।
#DharmendraSahoo #DeathMystery #investigation #suspicion #Odisha #ArgusNews