ଦିନିକିଆ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଗସ୍ତ କ୍ରମରେ କେନ୍ଦ୍ରମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ୯ ଟା ୩୦ ମିନିଟରେ ସ୍ଵତନ୍ତ୍ର ଟ୍ରେନ ଯୋଗେ ପ୍ରଥମେ ମଞ୍ଚେଶ୍ଵରରୁ ବାହାରି ତାଳଚେର ରୋଡ଼ ଠାରେ ପହଞ୍ଚିବେ।
#Dharmendrapradhan #Visit #Dhenkanal #railwaydepartment #variousreview #Odisha #ArgusNews