#ଢେଙ୍କାନାଳ_ମିନି_ଷ୍ଟାଡ଼ିୟମରେ_ରାବଣ_ପୋଡ଼ି_ମହୋତ୍ସବ_ଅନୁଷ୍ଠିତ
ଢେଙ୍କାନାଳ ମିନି ଷ୍ଟାଡ଼ିୟମରେ ରାବଣ ପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ଏହି ରାବଣପୋଡ଼ି ଉତ୍ସବର ଆୟୋଜନ କରାଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ....।
#Dhenkanal #RavanaPodi #DharmendraPradhan #vijayadashami #dussehra #Odisha #ArgusNews