୨୦୨୨ ମସିହା ଜାନୁଆରୀରେ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଦିବ୍ୟ ଜ୍ୟୋତି ପରିଡ଼ା ୬ ମାସ ପରେ ଗଞ୍ଜାମକୁ ବଦଳି ହୋଇ ଯାଇଛନ୍ତି।ଅନେକ ଉନ୍ନତି ମୂଳକ କାମ କରି ସେ ସମ୍ବଲପୁରବାସୀଙ୍କ ମନ ଜିଣି ପାରିଥିଲେ। ତାଙ୍କ ମୁହଁରୁ ଶୁଣନ୍ତୁ, ତାଙ୍କର ସମ୍ବଲପୁର ଅନୁଭୂତି ।
#Sambalpur #transferred #collector #OdishaNews #ArgusNews