ପାଟକୁରା ନବିଧାୟକଙ୍କୁ ଭେଟିଲେ ଡ୍ରାଇଭର ସଂଘ । ପୂର୍ବରୁ ୧୦ ଦଫା ଦାବି ନେଇ ଆନ୍ଦୋଳନ କରିଥିଲେ ମଧ୍ୟ ରାଜ୍ୟ ସରକାର ଶୁଣିନଥିଲେ । ବିଭିନ୍ନ ଦାବି ନେଇ ପାଟକୁରା ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଲେ
#Driverassociation #PatkuraMLA #ArgusNews