ଓଡ଼ିଶାର ବିଦ୍ୟୁତ୍ ବିଲ୍ ଏବେ ଜାତୀୟ ହାର ଠାରୁ ଯଥେଷ୍ଟ ମହଙ୍ଗା। ଏପରିକି ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ଆମ ବିଦ୍ୟୁତ୍ ବିଲ୍ ଖୁବ୍ ଅଧିକ ବୋଲି ଭାରତ ସରକାରଙ୍କ ଅଧୀନରେ ଥିବା ପାଓ୍ୱାର ଫାଇନାନ୍ସ କର୍ପୋରେସନ୍ ତାର ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି
#TPCODL #Electricitybill #pricehike #ArgusNews #Odisha