#ବିଧାନସଭାରେ_ହାତୀ_ତାତି
#ହାତୀ_ମୃତ୍ୟୁକୁ_ନେଇ_ବିରୋଧୀଙ୍କ_ଉଦବେଗ
ବିଧାନସଭାରେରେ ହାତୀ ମୃତ୍ୟୁକୁ ନେଇ ହୁଲସ୍ତୁଲ। ରାଜ୍ୟରେ ଲାଗାତାର ଭାବେ ଘଟୁଥିବା ହାତୀ ମୃତ୍ୟୁ ଓ ହାତୀ ଶିକାର କୁ ନେଈ ବିଧାନସଭା ଶୂନ୍ୟକାଳ ରେ ଉଦବେଗ ପ୍ରକାଶ କରିଥିଲା କଂଗ୍ରେସ।
#bhubaneswar #assembly #ElephantIssue #Odisha #ArgusNews